Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି କୋଣାର୍କ ମନ୍ଦିରକୁ ତ୍ରିରଙ୍ଗା ରଂଗରେ କରାଯାଇଛି ଆଲୋକିତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଜାତୀୟ ଖବର

ଆଜି କୋଣାର୍କ ମନ୍ଦିରକୁ ତ୍ରିରଙ୍ଗା ରଂଗରେ କରାଯାଇଛି ଆଲୋକିତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

October 21, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଜି ସଂଧ୍ୟାରେ କୋଣାର୍କ ମନ୍ଦିରକୁ ଯେ ଦେଖିଛି ସେ ଆର୍ଶ୍ଚର୍ଯ୍ୟ ହୋଇଯାଇଛି। କାରଣ ଆଜି ପ୍ରଥମ ଥର ପାଇଁ ଏହି ବିଶ୍ବ ଐତିହ୍ୟକୁ  ତ୍ରିରଂଗା ରଂଗରେ ଆଲୋକିତ କରାଯାଇଛି। ମନ୍ଦିରର ତଳଭାଗକୁ ସବୁଜ, ମଧ୍ୟ ଭାଗକୁ ଧଳା ଏବଂ ଚୁଡା ଭାଗକୁ ନାରଙ୍ଗୀ ରଂଗରେ ରଂଗୀନ କରାଯାଇଛି।

କୋଣାର୍କର ଏପରି ରୂପ ଦେଖି ପର୍ଯ୍ୟଟକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ହେଲା ଏପରି ତ୍ରିରଂଗା ରଂଗ କେବଳ ଗଣତନ୍ତ୍ର ଦିବସ ହେଉ କିମ୍ବା ସ୍ବାଧୀନତା ଦିବସରେ କରାଯାଇଥାଏ। ଆଜି ସେପରି କିଛି ନ ଥିବାରୁ ସେମାନେ ଏହାର କାରଣ ଜାଣିବା କଷ୍ଟକର ହୋଇପଡିଛି।

ତେବେ ସୂଚନା ଅନୁସାରେ ଆଜି ସାରା ଭାରତ ବର୍ଷରେ ଶହେ କୋଟି କୋଭିଡ ଟିକାକରଣ ସଫଳତା ମିଳିଥିବାରୁ ସେଥିପାଇଁ ଏପରି ଆଲୋକରେ ଆଲୋକିତ କରାଯାଇଛି। କରୋନା ମହାମାରୀର ମୁକାବିଲା ପାଇଁ ସାରା ଦେଶରେ ଚାଲିଛି ଟିକାକରଣ ଅଭିଜାନ। ଏଥିରେ ଆଜି ଭାରତ ଶହେ କୋଟି ଲୋକଙ୍କୁ ଟିକାକରଣ କରିବାରେ ସଫଳ ହୋଇଛି।

ଏହି ସଫଳତା ପାଇଁ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ଅଧିନରେ ଥିବା ଭାରତୀୟ ପ୍ରତ୍ନତାତ୍ବିତ ସର୍ବେକ୍ଷଣ ସଂସ୍ଥା ଏହି ପଦକ୍ଷେପ ନେଇଛି। କେବଳ କୋଣାର୍କ ନୁହେଁ ଦେଶର ଶହେଟି ପ୍ରାଚୀନ କିର୍ତ୍ତି ରାଜିରେ ଏପରି ତ୍ରିରଙ୍ଗା ରଂଗରେ ଆଲୋକିତ କରାଯାଇଛି।

ଶହେ କୋଟି ହୋଇଥିବାରୁ ଶହେଟି କିର୍ତ୍ତିରାଜିରେ ଏହି ପଦକ୍ଷେପ ନିଆଯାଇଛି। ସେଥିମଧ୍ୟରେ ରହିଛି ଲାଲକିଲ୍ଲା, ଆଗ୍ରାଦୁର୍ଗ, ତାମିଲନାଡୁର ମାମଲପୁରମରଥ, ଖଜୁରାହ ମନ୍ଦିର, ନାଳନ୍ଦା ବିଶ୍ବବିଦ୍ୟାଳୟ ପ୍ରଭୃତି ରହିଛି। ଏହା କରୋନା ଯୋଦ୍ଧା, ସାନିଟାଇଜର କର୍ମୀ, ଡାକ୍ତର, ନର୍ସମାନଙ୍କୁ ଉତ୍ସର୍ଗିକୃତ ବୋଲି କୁହାଯାଇଛି।

କୋଣାର୍କ କୋଣାର୍କ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଲେ ପଦକ୍ଷେପ

May 12, 2026

ମାତୃତ୍ଵ ଲାଭ ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ମହିଳାଙ୍କୁ ସଶକ୍ତ କରିଛି ଜିଓ

May 12, 2026

ଫ୍ଲୋର ଟେଷ୍ଟ ପୂର୍ବରୁ ଏଆଇଏଡ଼ିଏମକେ ଦୁଇ ଫାଳ

May 12, 2026

ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ବିଜୟ-ଷ୍ଟାଲିନ୍ ଙ୍କ ଆଲିଙ୍ଗନ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.