ଆଜିର ଖବର ତ୍ରୁଟିମୁକ୍ତ ନୂଆ ପାଠ୍ୟପୁସ୍ତକ ବଣ୍ଟନ ଆରମ୍ଭ: ବିଦ୍ୟାଳୟଗୁଡ଼ିକରେ ପହଞ୍ଚିଲା ସଂଶୋଧିତ ବହି ଭୁବନେଶ୍ୱର: ପାଠ୍ୟପୁସ୍ତକରେ ଥିବା ବିଭିନ୍ନ ତ୍ରୁଟିକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ ଅଭିଯୋଗ ପରେ ଏବେ ରାଜ୍ୟରେ ସଂଶୋଧିତ ପାଠ୍ୟପୁସ୍ତକ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି।…