ଆଜିର ଖବର ଦନ୍ତାହାତୀ ଆକ୍ରମଣରେ ଚାଷୀ ମୃତ କେନ୍ଦୁଝର: ଧାନ ବିଲରେ ଚାଷୀଙ୍କୁ ଦଳିଦେଲା ଦନ୍ତାହାତୀ। ଫସଲ ଖାଉଥିବା ହାତୀପଲକୁ ଘଉଡ଼ାଇବାକୁ ଯାଇ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ଜୀବନ ଚାଲିଯାଇଛି। ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ…