ଜାତୀୟ ଖବର ମାୟାବତୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ଯାଚିଥିଲୁ, ହେଲେ ସେ ସିବିଆଇ ଭୟରେ ମନା କଲେ; ରାହୁଳ ଗାନ୍ଧୀ ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଆଜି କହିଛନ୍ତି ଯେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ର ନେତ୍ରୀ ମାୟାବତୀଙ୍କୁ…