ଆଜିର ଖବର ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ଦିନିକିଆରେ ଅଧିନାୟକ ହେବେ ରୋହିତ ଶର୍ମା ନୂଆଦିଲ୍ଲୀ: ରୋହିତ ଶର୍ମା ଭାରତର ନୂଆ ଦିନିକିଆ ଅଧିନାୟକ ହେବେ। ରୋହିତ ଶର୍ମାଙ୍କୁ ଦିନିକିଆ ଏବଂ ଟି-୨୦ ଦଳର ଅଧିନାୟକ କରିବାକୁ ଅଲ ଇଣ୍ଡିଆ ସିନିୟର ଚୟନ…