ଦିଲ୍ଲୀ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାଣ୍ଟର ଆର୍ମି ହସ୍ପିଟାଲ (ଆର୍ ଆଣ୍ଡ୍ ଆର୍‌)ରେ କାନ, ନାକ ଓ ଗଳା (ଇଏନଟ) ବିଭାଗ ଦ୍ୱାରା ଗତ ୧୮ ମାସ ମଧ୍ୟରେ ଏକକାଳୀନ…

ନୂଆଦିଲ୍ଲୀ: ସଞ୍ଜୟ ସିଂଙ୍କ ଗିରଫଦାରୀ ବିରୋଧରେ ଆମ୍ ଆଦମୀ ପାର୍ଟି ଏକ ବଡ ବିରୋଧ ପ୍ରଦର୍ଶନ କରୁଛି। ଆମ୍ ଆଦମୀ ପାର୍ଟିର ବିରୋଧ ସାରା ଦେଶରେ ଚାଲିଛି।…

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଆର ଆଇ ଏସ ନୂଆ ଦିଲ୍ଲୀ ଦ୍ଵାରା ଆମନ୍ତ୍ରିତ ହୋଇ ଭାରତ ମଣ୍ଡପମ୍ ଠାରେ ଜି ୨୦ ୟୁନିଭର୍ସିଟି…

ନୂଆଦିଲ୍ଲୀ: ଦୁନିଆ ଦ୍ରୁତ ଗତିରେ ଆଗକୁ ବଢୁଛି। ଆଜିର ଯୁଗରେ, ଯଦି ସବୁଠାରୁ ମୂଲ୍ୟବାନ କିଛି ଅଛି, ତେବେ ସମୟ। ଏପରି ପରିସ୍ଥିତିରେ, ଏହାକୁ ବଞ୍ଚାଇବା ପାଇଁ…

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଦିଲ୍ଲୀର କୋଣ ଅନୁକୋଣରେ ସୁରକ୍ଷାକର୍ମୀଙ୍କ ଉପସ୍ଥିତି ରହିଛି। ଜି-୨୦…

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ପ୍ରାୟ ୫୦ ହଜାର ଯବାନ, ଏନଏସଜି, ସିଆରପିଏଫ, ସିଏପିଏଫ ଏବଂ ପ୍ରାୟ ୮୦ ହଜାର ସେନା କର୍ମଚାରୀ, ବୁଲେଟ୍ ପ୍ରୁଫ୍ ଯାନ, ଆଣ୍ଟି…

ନୂଆଦିଲ୍ଲୀ: ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ୍ ଆଲାଏନ୍ସ (ଇଣ୍ଡିଆ) ସମୟ ସୀମା ଧାର୍ଯ୍ୟ କରି ଆସନ ବଣ୍ଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଘୋଷଣା କରିଥିବାବେଳେ ପଶ୍ଚିମବଙ୍ଗ ଓ…

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ୍ ଆଲାଏନ୍ସ (ଇଣ୍ଡିଆ)ର ଚତୁର୍ଥ ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହେବ। ସେପ୍ଟେମ୍ବର ପହିଲାରେ ମୁମ୍ବାଇରେ ଅନୁଷ୍ଠିତ ତୃତୀୟ ବୈଠକ…

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସୁଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସେପ୍ଟେମ୍ବର ୮ ତାରିଖ ଭୋର ପ୍ରାୟ ସାଢ଼େ ୩ଟାରେ ବାୟୁସେନା-୧ରେ ଚଢ଼ି…

ବାଲୁଗାଁ (ସୀତାରାମ ଅଗ୍ରୱାଲ): ପରିବାର ପୋଷଣ ପାଇଁ ଦୀର୍ଘ ତିନି ବର୍ଷ ଧରି ବିଦେଶରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକ ନିଜ ଘରକୁ ଫେରିବା ନେଇ ଜଣାଇଥିଲେ ସୁଦ୍ଧା…

ନୂଆଦିଲ୍ଲୀ: ଦିଲ୍ଲୀର ପାଞ୍ଚଟି ମେଟ୍ରୋ ଷ୍ଟେସନ ନିକଟରେ ଖାଲିସ୍ତାନ ନାମରେ ବିବାଦୀୟ ସ୍ଲୋଗାନ ଲେଖାଯାଇଛି। ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ସମେତ ସ୍ଥାନୀୟ ଜିଲ୍ଲାର ଟିମଗୁଡିକୁ ସତର୍କ…

ନୂଆଦିଲ୍ଲୀ: ଦିଲ୍ଲୀରେ ମେଣ୍ଟକୁ ନେଇ ଆମ୍ ଆଦମୀ ପାର୍ଟି (ଆପ୍) ଓ କଂଗ୍ରେସ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଦିଲ୍ଲୀର ସମସ୍ତ ୭ଟି ଯାକ ଆସନ ପାଇଁ…

ନୂଆଦିଲ୍ଲୀ: ଗତ ୩ ମାସ ଧରି ମଣିପୁରରେ କୁକି ଓ ମୈତେଇ ସମ୍ପ୍ରଦାୟର ହିଂସାକାଣ୍ଡ ଭିତରେ ସେମାନଙ୍କ ନେତାମାନେ ଦିଲ୍ଲୀରେ ବୈଠକ ଜାରି ରଖିଛନ୍ତି। ଏହି ଦୁଇ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟୁଇଟ୍ କରି କହିଛନ୍ତି, ଯେ ସେ ଦିଲ୍ଲୀର କାଲକାଜି ଅଞ୍ଚଳରେ ‘ଯହାଁ ଝୁଗି ବହିଁ ମକାନ୍‌’ ଯୋଜନାରେ  ପକ୍କା ଘର ଆବଣ୍ଟନ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଦିଲ୍ଲୀର ଭାରତ ମଣ୍ଡପମ ଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ଉଦଘାଟନ କରିଛନ୍ତି । ଜାତୀୟ ଶିକ୍ଷା ନୀତି…

ନୂଆଦିଲ୍ଲୀ: ଆଜି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଛତିଶଗଡରେ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ବିଜୟ ଦର୍ଡାଙ୍କୁ ୪ ବର୍ଷ କାରାଦଣ୍ଡରେ…

ନୂଆଦିଲ୍ଲୀ: ଜିଏସଟି ପରିଷଦ ବୈଠକରେ ପଞ୍ଜାବ ଏବଂ ଦିଲ୍ଲୀର ଅର୍ଥମନ୍ତ୍ରୀମାନେ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହି ବୈଠକରେ ପଞ୍ଜାବର ଅର୍ଥମନ୍ତ୍ରୀ ହରପାଲ…

ଭୁବନେଶ୍ଵର: ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଭଳି ବଡ଼ ସହରର ଝଲକ ଦ୍ୱାରା ସମସ୍ତେ ଆକର୍ଷିତ ହୁଅନ୍ତି। ସମସ୍ତେ ଏହି ସହରଗୁଡିକ ପରିଦର୍ଶନ କରିବାକୁ ଚାହାଁନ୍ତି। ଭାରତର ସହର…