ଆଜିର ଖବର ଆଇପିଏଲ୍: ଆଗାମୀ ସଂସ୍କରଣ ପାଇଁ ଦୁଇଟି ନୂଆ ଦଳ ହେବେ ସାମିଲ, ଆଗରେ ଲକ୍ଷ୍ନୌ ଏବଂ ଅହମ୍ମଦାବାଦ ନୂଆଦିଲ୍ଲୀ: ଭାରତରେ ଆଇପିଏଲର ପରବର୍ତ୍ତୀ ସିଜନ୍ ପାଇଁ ଦୁଇଟି ନୂତନ ଦଳର ଅନ୍ତର୍ଭୁକ୍ତ ହେବା ବିଷୟରେ ବିସିସିଆଇ ଆଲୋଚନା କରିସାରିଛି। ବିସିସିଆଇ ଦୁଇଟି ନୂତନ ଦଳକୁ ଆଇପିଏଲର…