ଆଜିର ଖବର ଦିଲ୍ଲୀରେ କଂଗ୍ରେସକୁ ଝଟକା, ମେୟର ନିର୍ବାଚନ ପୂର୍ବରୁ AAP ରେ ଯୋଗଦେଲେ ଦୁଇ କାଉନସିଲର ନୂଆଦିଲ୍ଲୀ: ଦିଲ୍ଲୀରେ ହେବାକୁ ଥିବା ମେୟର ନିର୍ବାଚନ ପୂର୍ବରୁ କଂଗ୍ରେସ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। କଂଗ୍ରେସର ଦୁଇଜଣ କାଉନସିଲର AAP ରେ ଯୋଗ ଦେଇଛନ୍ତି। ମୁସ୍ତାଫାବାଦରୁ…