ଆଜିର ଖବର ଓଡ଼ିଶାରେ ଆରମ୍ଭ ହେଲା ଦେଶବ୍ୟାପୀ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ-୫.୦ ଭୁବନେଶ୍ୱର: ପୂର୍ବ ପ୍ରସ୍ତୁତି ପର୍ଯ୍ୟାୟ ସଫଳତାର ସହ ସମ୍ପନ୍ନ ହେବା ପରେ, ସଞ୍ଚାର ମନ୍ତ୍ରଣାଳୟ ଅଧୀନସ୍ଥ ଦୂରସଂଚାର ବିଭାଗର ଓଡ଼ିଶା ଦୂରସଂଚାର ପରିମଣ୍ଡଳର ନିୟନ୍ତ୍ରକ ସଞ୍ଚାର ଲେଖା…