ଆଜିର ଖବର ପୁଣି ଥରେ ଦୈନିକ ଯାତ୍ରୀଙ୍କ ପାଇଁ କେତେକ ଟ୍ରେନରେ ପ୍ରଚଳନ ହେଲା ଏମଏସଟି ଭୁବନେଶ୍ବର: ଦୈନନ୍ଦିନ ଯାତାୟାତ କରୁଥିବା ଟ୍ରେନ ଯାତ୍ରୀମାନଙ୍କ ସୁବିଧା ପାଇଁ, ପୂର୍ବ ତଟ ରେଳପଥ କେତେକ ସ୍ୱତନ୍ତ୍ର ଟ୍ରେନରେ ମାସିକ ସିଜିନ ଟିକେଟ୍ (ଏମଏସଟି), ତ୍ରୟମାସିକ ସିଜିନ…