ଦ୍ଵାଦଶାହ କାର୍ଯ୍ୟ

ନୟାଗଡ଼: ନୟାଗଡ଼ ସହରର ଜଣାଶୁଣା ସମାଜସେବୀ ସ୍ବର୍ଗତ ମୋତିଲାଲ ରାମଙ୍କ ଆଜି ଦ୍ଵାଦଶହ କାର୍ଯ୍ୟ ପୁରୁଣା ସହର ଫରେଷ୍ଟ ଚେକ ଗେଟ ନିକଟସ୍ଥ ବାସଭବନରେ ଅନୁଷ୍ଠିତ ହୋଇଯାଇଛି।…