ଦ୍ଵିତୀୟ ଦିବସ

ଭୁବନେଶ୍ଵର: ମାତା ବ୍ରହ୍ମଚାରିଣୀଙ୍କୁ ଜ୍ଞାନ, ତପସ୍ୟା ଏବଂ ଅନାସକ୍ତତାର ଦେବୀ ଭାବରେ ବିବେଚନା କରାଯାଏ। ବ୍ରହ୍ମ ଅର୍ଥ ତପସ୍ୟା, ଏବଂ ଚାରିଣି ଅର୍ଥ ହେଉଛି ଏହାକୁ ପାଳନ…