ଆଜିର ଖବର ରାଜସ୍ଥାନର ଉଦୟପୁରରେ ଜି-୨୦ ଶେର୍ପା ବୈଠକର ଦ୍ୱିତୀୟ ଦିନ ନୂଆଦିଲ୍ଲୀ: ରାଜସ୍ଥାନର ଉଦୟପୁର ଠାରେ ଜି୨୦ ଶେର୍ପା ବୈଠକ ଅନୁଷ୍ଠିତ ହେଉଛି। ଏହି ଚାରି ଦିନିଆ ବୈଠକ ଗତକାଲି ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୭…