ଜାତୀୟ ଖବର ଧର୍ମ ବିଶ୍ବାସୀ ନବୀନ, ପ୍ରାର୍ଥୀ ତାଲିକା ଘୋଷଣାର ପ୍ରଥମରେ ଦେବାଦେବୀଙ୍କ ନାମ ଥିବା ନେତା, ୯ ଅଙ୍କ ଶୁଭକର ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଧିରେ ଧିରେ ତାଙ୍କର ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି। ଆଉ ମାତ୍ର ଛଅଟି ଆସନ ରହିଲା। ଶେଷ ଘୋଷଣାରେ ନବୀନ…