ଅପରାଧ ବାଣପୁରରେ ବିଭତ୍ସ ହତ୍ୟାକାଣ୍ଡ: ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି କେନାଲ ହୁଡାରେ ଫିଙ୍ଗିଦେଲେ ଦୁର୍ବୃତ୍ତ ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଝିଣ୍ଟିକାପଲ୍ଲି ଗ୍ରାମରେ ଘଟିଯାଇଛି ଏକ ବିଭତ୍ସ ହତ୍ୟାକାଣ୍ଡ। କାଁହୁ ଚରଣ ପରିଡା (୪୫) ନାମକ ଜଣେ…