ଆଞ୍ଚଳିକ ବାଲୁଗାଁ: ମନ୍ଦିର ପରିଚାଳନା ବିବାଦକୁ ନେଇ ଦୁଇ ଗ୍ରାମ ମଧ୍ୟରେ ସଂଘର୍ଷ, ୮ରୁ ଉର୍ଦ୍ଧ୍ଵ ଆହତ ବାଲୁଗାଁ (ସୀତାରାମ ଅଗ୍ରୱାଲ): ରାଜ୍ୟବ୍ୟାପୀ ଶୈବପୀଠ ମାନଙ୍କରେ ବହୁ ଧୁମଧାମରେ ମହାଶିବରାତ୍ରି ପାଳନ କରାଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ କୋତରୀ ଗ୍ରାମ ମୌଜା…