ଆଜିର ଖବର ନକଲି ଇ-ଚାଲାଣ ନାଁରେ ବଡ଼ ସାଇବର ଠକେଇ: ମେସେଜ୍ରେ ଆସୁଛି ଲିଙ୍କ୍, କ୍ଲିକ୍ କଲେ ଖାଲି ହୋଇପାରେ ବ୍ୟାଙ୍କ ଖାତା ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ଏବେ କ୍ୟାମେରା ଓ ଟ୍ରାଫିକ୍ ପୁଲିସ ଜରିଆରେ ଇ-ଚାଲାଣ କଟାଯାଉଛି। ଏହାର ସୂଚନା ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ମେସେଜ୍ ମାଧ୍ୟମରେ ମିଳିଥାଏ।…