ଆଜିର ଖବର ଦୁର୍ଗା ବିସର୍ଜନ ସମୟରେ ହଠାତ୍ ନଦୀରେ ଆସିଲା ବନ୍ୟା, ଆଠ ମୃତ, ଅନେକ ନିଖୋଜ ଜଲପାଇଗୁଡି: ବିଜୟାଦଶମୀ ଅବସରରେ ଜଲପାଇଗୁଡି ଜିଲ୍ଲାର ମାଲ ନଦୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଦେବୀ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ସମୟରେ ଅତି କମରେ ଆଠ ଜଣ…