ନନ୍ଦପୁର ଗ୍ରାମ ପଞ୍ଚାୟତ

ଚିଲିକା/ବାଣପୁର: ବାଣପୁର ଅନ୍ତର୍ଗତ ନନ୍ଦପୁର ଗ୍ରାମ ପଞ୍ଚାୟତର ଭେଷରୀ ଗ୍ରାମରେ ବିଜେପି ବିଜେଡି ଦୁଇ ଗୋଷ୍ଠୀଙ୍କ ମୁଁହାମୁହିଁ ଗଣ୍ଡଗୋଳରେ ଜଣେ ଗୁରୁତର ହୋଇଥିବା ଖବର ହସ୍ତଗତ ହୋଇଛି।…