ଆଞ୍ଚଳିକ ଚିଲିକାରେ ବିଜେପି ଯୁବମୋର୍ଚ୍ଚାର ନମୋ ନବମତଦାତା ସମ୍ମିଳନୀ: ଯୋଗଦେଲେ ଓଡ଼ିଆ ସିନେ ଅଭିନେତ୍ରୀ ଅର୍ଚ୍ଚିତା ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚାର ନମୋ ନବମତଦାତା ସମ୍ମିଳନୀ ଚିଲିକା ନିର୍ବାଚନୀ ମଣ୍ଡଳୀର ଗମ୍ଭାରୀମୁଣ୍ଡା ସ୍ଥିତ ପତିତପାବନ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ…