ଆଜିର ଖବର ଭାରତରେ ପହଞ୍ଚିଲା ୟୁକ୍ରେନରେ ନିହତ ହୋଇଥିବା ନବୀନଙ୍କ ମୃତଦେହ, ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ବେଙ୍ଗାଲୁରୁ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ୟୁକ୍ରେନର ଖାର୍କିଭରେ ବନ୍ଧୁକ ମୁନରେ ଭାରତୀୟ ଛାତ୍ର ନବୀନ ଶେକରାପ୍ପା ଜ୍ଞାନଗୋଦରଙ୍କ ମୃତ୍ୟୁ ଘଟିଛି। ଜିନବୀନଙ୍କ ମୃତଦେହ…