ନିର୍ବାଚନ ଖବର ପ୍ରଧାନମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କଲେ ନବୀନ, ୨୫ ବର୍ଷ ମୁଖ୍ୟମନ୍ତ୍ରୀ କାଳରେ କେବେ ଏମିତି କହି ନ ଥିଲେ ଭୁବନେଶ୍ବର: ଶନିବାର ଦିନ ପ୍ରଧାନମନ୍ତ୍ରୀ ଓଡିଶାର ତିନୋଟି ସ୍ଥାନରେ ପ୍ରଚାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୀବ୍ର ସମାଲୋଚନା କରିଛନ୍ତି। କେଉଁଠି ବିଜେଡିର ଏକ୍ସପାୟାର ଡେଟ ଜୁନ…