Christmas22 ଏକ ଭିନ୍ନ ଢଙ୍ଗରେ ଖ୍ରୀଷ୍ଟମାସ ଅଭିନନ୍ଦନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର: ଆଜି ହେଉଛି ପବିତ୍ର ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ। ସେଥିପାଇଁ ଏହି ଦିନକୁ ଖ୍ରୀଷ୍ଟମାସ ଭାବେ ପାଳନ କରାଯାଏ। ଆଜି ସାରା ବିଶ୍ବରେ ଏହି ପର୍ବକୁ ଆନନ୍ଦ…