ଆଜିର ଖବର କରୋନା ପାଇଁ ନରବଳି ଦେଲେ ପୂଜକ ! ନରସିଂହପୁର : କରୋନା ପାଇଁ ନରବଳି ଦେଇଛନ୍ତି ଜଣେ ମନ୍ଦିରର ପୂଜକ । ମିଳିଥିବା ସୂଚନା ଅନୁସାରେ ବନ୍ଧହୁଡା ମାଆ ବ୍ରାହ୍ମଣୀ ଦେଈ ମନ୍ଦିରରେ ଜଘନ୍ୟ ହତ୍ୟାକାଣ୍ଡ…