ଆଜିର ଖବର ଆସନ୍ତାକାଲିଠୁ ସରକାରୀ ସ୍କୁଲରେ ଆରମ୍ଭ ହେବ ନାମ ଲେଖା ଭୁବନେଶ୍ଵର: ଆସନ୍ତାକାଲିଠୁ ସରକାରୀ ସ୍କୁଲରେ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବଙ୍କ ସବୁ ଡିଇଓ, ବିଇଓ, ଡିପିସିଙ୍କୁ ଚିଠି କରିଛନ୍ତି।…