ଜାତୀୟ ଖବର ନାୟରା ବଢ଼ାଇଲା ତେଲ ଦର: ପେଟ୍ରୋଲ ୫, ଡିଜେଲ ୩ ଟଙ୍କା ମହଙ୍ଗା ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (କ୍ରୁଡ୍ ଅଏଲ୍) ମୂଲ୍ୟ ବୃଦ୍ଧି ପାଇବା ପରେ ବେସରକାରୀ ତୈଳ କମ୍ପାନୀ ‘ନାୟରା ଏନର୍ଜି’ ଖାଉଟିଙ୍କୁ ବଡ଼ ଝଟ୍କା ଦେଇଛି।…