ଅନ୍ତରାଷ୍ଟ୍ରୀୟ ଏୟାର ନିଉଗିନି ବିମାନ ଇଞ୍ଜିନରେ ନିଆଁ ସଙ୍କେତ; ଫିଲିପାଇନ୍ସରେ ଜରୁରୀକାଳୀନ ଅବତରଣ ମାନିଲା: ମଝି ଆକାଶରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଟଳିଯାଇଛି। ହଂକଂରୁ ପାପୁଆ ନିଉଗିନି ଅଭିମୁଖେ ଯାତ୍ରା କରୁଥିବା ‘ଏୟାର ନିଉଗିନି’ର ଏକ ଯାତ୍ରୀବାହୀ ବିମାନର…