ଜାତୀୟ ଖବର Dhamnagar Bypoll: ନୂଆଦିଲ୍ଲୀରେ ନିର୍ବାଚନ କମିଶନରଙ୍କୁ ଭେଟିଲା ବିଜେଡି ନୂଆଦିଲ୍ଲୀ: ଆଜି ବିଜେଡିର ଏକ ଚାରି ଜଣିଆ ପ୍ରତିନିଧୀ ଦଳ ନୂଆଦିଲ୍ଲୀରେ ନିର୍ବାଚନ କମିଶନରଙ୍କୁ ଭେଟିଛନ୍ତି। ସେମାନେ ଧାମନଗରରେ ହେଉଥିବା ଉପନିର୍ବାଚନରେ ବିଜେପି କଳା ଟଙ୍କା ବ୍ୟବହାର…