ଜାତୀୟ ଖବର ବଢିଲା ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚ ପରିମାଣ, ଆସନ୍ତା ନିର୍ବାଚନରୁ ହେବ ଲାଗୁ ନୂଆଦିଲ୍ଲୀ: ଭାରତ ନିର୍ବାଚନ କମିଶନ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଲଢିବାକୁ ଥିବା ପ୍ରାର୍ଥୀଙ୍କ ପାଇଁ ନୂଆ ନିୟମ ଲାଗୁ କରିଛନ୍ତି। ତାହା ହେଲା, ଏଣିକି ସେମାନେ…