ଆଜିର ଖବର ନାଗରିକତା ସଂଶୋଧନ ବିଲ ସପକ୍ଷରେ ରାଜ୍ୟ ବିଜେପି ଜାନୁୟାରୀରୁ କରିବ ସଚେତନତା କାର୍ଯ୍ୟକ୍ରମ ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: କେନ୍ଦ୍ର ସରକାର ଆଣିଥିବା ନାଗରିକତା ସଂଶୋଧନ ଦ୍ୱାରା ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ରୂପେ ନିର୍ଯ୍ୟାତନାର ଶିକାର…