ଆଜିର ଖବର ବ୍ରିକ୍ସ ସମ୍ମିଳନୀର ଐତିହାସିକ ସଫଳତା ଲାଗି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ ବ୍ରହ୍ମପୁର: ନୂଆଦିଲ୍ଲୀରେ ସଫଳତାର ସହ ଅନୁଷ୍ଠିତ ହୋଇଥିବା ୧୮ତମ ବ୍ରିକ୍ସ (BRICS) ଶିଖର ସମ୍ମିଳନୀ ଏବଂ ଏଥିରେ ଗ୍ରହଣ କରାଯାଇଥିବା ସର୍ବସମ୍ମତ ‘ନୂଆଦିଲ୍ଲୀ ଘୋଷଣାନାମା’ ଲାଗି ପ୍ରଧାନମନ୍ତ୍ରୀ…