ଆଜିର ଖବର କରୋନାର ନୂଆ ଜେଏନ୍.୧ ଭାରିଏଣ୍ଟକୁ ନେଇ ସାରାବିଶ୍ୱ ଆତଙ୍କିତ, କେରଳରେ ରୋଗୀ ଚିହ୍ନଟ, ନୂଆ ଲହର ଆସିବ କି? ନୂଆଦିଲ୍ଲୀ: କୋଭିଡ୍-୧୯ର ନୂଆ ଭାରିଏଣ୍ଟ ସାରା ବିଶ୍ୱର ବୈଜ୍ଞାନିକଙ୍କ ଚିନ୍ତା ବଢ଼ାଇ ଦେଇଛି। କରୋନାର ଜେଏନ୍-୧ ଷ୍ଟ୍ରେନ୍ ପୂର୍ବ ଭାରିଆଣ୍ଟ ତୁଳନାରେ ଅଧିକ ସଂକ୍ରାମକ ହୋଇପାରେ। ନିକଟରେ…