ନୂଆ ସଂସଦଭବନ ଉଦଘାଟନ

ନୂଆଦିଲ୍ଲୀ: କଂଗ୍ରେସ, ବାମପନ୍ଥୀ ଏବଂ ଟିଏମସି ସମେତ ୧୯ଟି  ବିରୋଧୀ ଦଳ ଆଜି ନୂଆ ସଂସଦ ଭବନ ଉଦଘାଟନ ସମାରୋହକୁ ବର୍ଜନ କରିବା ପାଇଁ ଘୋଷଣା କରିଛନ୍ତି।…