ଆଜିର ଖବର ଖୋର୍ଦ୍ଧାର ନୂତନ ଉପଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଲେ ବରିଷ୍ଠ ପ୍ରଶାସକ ଦୀପ୍ତିରଞ୍ଜନ ସେଠି ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ନୂତନ ଉପଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ବରିଷ୍ଠ ଓଏଏସ ଅଧିକାରୀ ଦୀପ୍ତିରଞ୍ଜନ ସେଠି। ୨୦୦୬ ବ୍ୟାଚର ଉକ୍ତ ଓଏଏସ ଅଧିକାରୀ ଏହା…