ଆଜିର ଖବର ଋଷିକୁଲ୍ୟାକୁ ନୂତନ ଜିଲ୍ଲାରେ ସାମିଲ କରିବାକୁ ଦାବି କଲା ଆସିକା ଓକିଲ ସଂଘ: ନଚେତ୍ ଭୋଟ ବର୍ଜ୍ଜନ ନିଷ୍ପତ୍ତି ମାନସ ପୂର୍ଣ୍ଣ ଆଚାର୍ଯ୍ୟ ଆସିକା: ଆଜି ଆସିକା ଓକିଲ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ନୂତନ ଜିଲ୍ଲା ଗଠନ…