ବିଶେଷ ଖବର ପରମାଣୁ ଠିକଣାର ତାଲିକା ଅଂଶୀଦାର କଲେ ଭାରତ-ପାକ୍, ଉଭୟ ଦେଶ ପରସ୍ପରକୁ କାହିଁକି ଦିଅନ୍ତି ଏହି ତଥ୍ୟ? ନୂଆଦିଲ୍ଲୀ: ନୂତନ ବର୍ଷ ୨୦୨୩ ଅବସରରେ, ଏସିଆର ଦୁଇ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ମଧ୍ୟରେ ପରସ୍ପରର ଆଣବିକ ଭିତ୍ତିଭୂମି ତାଲିକା ଅଂଶୀଦାର କରାଯାଇଛି। ଏହି ଦୁଇ ଦେଶ ମଧ୍ୟରୁ…