NetajiJayanthi ହିନ୍ଦୁସ୍ତାନ ନିଶ୍ଚୟ ସ୍ୱାଧୀନ ହେବ, ତାକୁ କେହି ଭୃତ୍ୟ କରି ରଖିପାରିବେ ନାହିଁ: ଏହା ଥିଲା ନେତାଜୀଙ୍କ ଶେଷକଥା ପ୍ରଦୀପ ସେନାପତି ୧୯୪୫ ମସିହା ଅଗଷ୍ଟ ୧୮ରେ ଭାରତର ସ୍ୱାଧୀନତା ସଂଗ୍ରାମର ବୀର ମହାପୁୁରୁଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ତାଇୱାନ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।…