ନ୍ୟାସନାଲ୍ ଡିଫେନ୍ସ୍ କଲେଜ

ଭୁବନେଶ୍ୱର: ନ୍ୟାସନାଲ୍ ଡିଫେନ୍ସ୍ କଲେଜର୧୭ ଜଣିଆ ପ୍ରତିନିଧିମଣ୍ଡଳୀ ରାଜଭବନରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପତିଙ୍କୁ ସାକ୍ଷାତ କରିଛନ୍ତି। ଅଭିଷେକ ହଲ୍ ଠାରେ ରାଜ୍ୟପାଳଙ୍କ ସହ ବାର୍ତ୍ତାଳାପ…