ଆଜିର ଖବର ଆସନ୍ତା ୧ ରୁ ବିଧାନସଭା ମୌସୁମୀ ଅଧିବେଶନ: ୪୯୩ ଜଣଙ୍କ ମଧ୍ୟରୁ ୨ ଜଣ ପଜେଟିଭ ଚିହ୍ନଟ ଭୁବନେଶ୍ବର: ଆସନ୍ତା ମାସ ୧ ତାରିଖରୁ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ତେଣୁ ସେଥିପାଇଁ ସବୁ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀଙ୍କୁ କରୋନା…