ଆଜିର ଖବର ପଞ୍ଜାବ ବିଧାନସଭାରେ ବିଶ୍ଵାସ ମତ ପ୍ରମାଣ କଲେ ମନ ସରକାର, ସପକ୍ଷରେ ୯୩ ଭୋଟ୍ ଚଣ୍ଡିଗଡ: ଆମ୍ ଆଦମୀ ପାର୍ଟି ସରକାର ପଞ୍ଜାବ ବିଧାନସଭାରେ ବିଶ୍ଵାସ ମତ ପ୍ରମାଣ କରିଛନ୍ତି। ଆସ୍ଥା ଭୋଟ୍ ସମୟରେ ସରକାରଙ୍କ ସପକ୍ଷରେ ୯୩ ଭୋଟ୍ ପଡିଛି। ଏଥି…