ଆଜିର ଖବର ପଣ୍ଡିତ ଗୋଦାବରୀଶଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ବିଶିଷ୍ଠ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି ଖୋର୍ଦ୍ଧା/ବାଣପୁର: ସତ୍ୟବାଦୀ ପଞ୍ଚସଖା ଯୁଗର ଅନ୍ୟତମ ସାରସ୍ଵତ ସାଧକ, ଜଣେ ଆଦର୍ଶ ଶିକ୍ଷକ, ନିସ୍ଵାର୍ଥପର ଜନ ସେବକ, ପ୍ରବୀଣ ରାଜନୀତିଜ୍ଞ, ଓଡ଼ିଆ ଭାଷା ସାହିତ୍ୟର ଏକନିଷ୍ଠ ପୂଜାରୀ…