ପଥୋତ୍ସବ

ଭୁବନେଶ୍ଵର: ଆଜିଠାରୁ କଳାହାଣ୍ଡି ଉତ୍ସବ ଆରମ୍ଭ ହେବ। ଏହାର ଏକ ଅଂଶ ବିଶେଷ ସ୍ୱରୂପ ମନ ମୋହିଲା ପଥୋତ୍ସବ। କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ସହିତ…