ଆଜିର ଖବର ଉତ୍ସର୍ଗୀକୃତ ସେବା ଓ କର୍ମକ୍ଷେତ୍ରରେ ସଜାଗ ଏବଂ ସତର୍କତା ପାଇଁ ପାଞ୍ଚ ରେଳ କର୍ମଚାରୀ ପୁରସ୍କୃତ ଭୁବନେଶ୍ୱର: ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳ ସଦନ ଠାରେ ଆୟୋଜିତ ଏକ ମହତ୍ତ୍ୱପୂର୍ଣ୍ଣ ସମାରୋହରେ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ୍ କର୍ତ୍ତବ୍ୟରତ ଥିବା ସମୟରେ ଅଭୂତପୂର୍ବ ସଚେତନତା…