ଜାତୀୟ ଖବର ମହିଳା କଏଦୀଙ୍କ ସୁରକ୍ଷା ପାଇଁ ୧୦ଟି ପ୍ରମୁଖ କ୍ଷେତ୍ର ଉପରେ ଏନ୍ଏଚ୍ଆର୍ସିର ପରାମର୍ଶାବଳୀ ଜାରି ନୂଆଦିଲ୍ଲୀ: ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆର୍ସି) ପକ୍ଷରୁ ‘ମହିଳା କଏଦୀ ଓ ସେମାନଙ୍କ ସନ୍ତାନଙ୍କ ମାନବାଧିକାର ସୁରକ୍ଷା’ ସମ୍ପର୍କରେ ଏକ ପରାମର୍ଶାବଳୀ ଜାରି କରାଯାଇଛି। ଏହି ପରାମର୍ଶାବଳୀ…