ଆଜିର ଖବର ୨-୧୮ ବର୍ଷ ବୟସ୍କଙ୍କ ପାଇଁ କୋଭାକ୍ସିନ୍ ଟୀକା ନିରାପଦ ଏବଂ ପ୍ରଭାବଶାଳୀ!, ପରୀକ୍ଷଣରୁ ମିଳିଲା ଫଳାଫଳ ନୂଆଦିଲ୍ଲୀ: କୋଭାକ୍ସିନ BBV152 ଟିକା ନିରାପଦ ବୋଲି ପ୍ରମାଣିତ ହୋଇଛି। ଭରତ ବାୟୋଟେକ ଇଣ୍ଟରନ୍ୟାସନାଲ ଲିମିଟେଡ (ବିବିଏଲ) ଆଜି ଏହି ଘୋଷଣା କରିଛି। ପିଲାମାନଙ୍କଠାରେ ଦ୍ୱିତୀୟ ପର୍ଯ୍ୟାୟ…