ଜାତୀୟ ଖବର ପର୍ଯ୍ୟଟକଙ୍କ ବ୍ୟବହାର ଗାଡି ପାଇଁ କେନ୍ଦ୍ର ସରକାର ଜାରୀ କଲେ ନୂଆ ନିୟମ, ଜାଣନ୍ତୁ କଣ ନୂଆଦିଲ୍ଲୀ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ଯୋଜନା ଘୋଷଣା କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ଯେକୌଣସି ପର୍ଯ୍ୟଟକ ଗାଡି ପରିଚାଳକମାନଙ୍କୁ ଅନଲାଇନ…