ଅପରାଧ ଟାଙ୍ଗୀ: ବିରଳ ପଶୁ ଶୀକାର କରୁଥିବା ଅଭିଯୋଗରେ ଦୁଇ ଶିକାରୀ ଗିରଫ ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନଖଣ୍ଡ ଅଞ୍ଚଳରେ ବିରଳ ପଶୁ ଶିକାର କରୁଥିବା ଅଭିଯୋଗରେ ୨ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି।…