ଆଜିର ଖବର ଆସନ୍ତାକାଲି କୋଲକାତାରେ ଲକ୍ ଡାଉନ ପାଇଁ ପୂର୍ବତଟ ରେଳର କେତେକ ଟ୍ରେନକୁ ବାତିଲ କରାଯାଇଛି ଭୁବନେଶ୍ବର, ଆସନ୍ତା ୩୧ ତାରିଖରେ ପଶ୍ଚିମବଙ୍ଗରେ ହେଉଥିବା ସମ୍ପୂର୍ଣ୍ଣ ଲକ୍ ଡାଉନ ପାଇଁ ପୂର୍ବ ତଟ ରେଳପଥର ଟ୍ରେନ ଗୁଡିକ ପ୍ରଭାବିତ ହେବ। ଯାତ୍ରୀମାନଙ୍କ ସୁବିଧା ପାଇଁ…