ଜାତୀୟ ଖବର ଅପରେସନ ସିନ୍ଦୁର ଜରିଆରେ ଭାରତ ନିଜ ମାଟିରେ ଆକ୍ରମଣର ‘ଜବାବୀ ଅଧିକାର’କୁ ଉପଯୋଗ କରିଛି: ପ୍ରତିରକ୍ଷା ମନ୍ତ୍ରୀ ନୂଆଦିଲ୍ଲୀ: ‘‘ଅପରେସନ୍ ସିନ୍ଦୁର ମାଧ୍ୟମରେ, ଭାରତ ନିଜ ମାଟିରେ ଆକ୍ରମଣର ଜବାବ ଦେବାକୁ ନିଜର ଅଧିକାର ପ୍ରୟୋଗ କରିଛି ଏବଂ ସଶସ୍ତ୍ର ବାହିନୀ ପାକିସ୍ତାନ ଏବଂ ପାକ୍…