ଅପରାଧ ଦୁଇ ନକଲି ପୋଲିସ ଅଧିକାରୀ ଗିରଫ: ଡକାୟତୀ ଉଦ୍ୟମ ପଣ୍ଡ, ପୋଲିସ ପୋଷାକ ଅସ୍ତ୍ରଶସ୍ତ୍ର ଜବତ କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ପୋଲିସ ରାତ୍ରୀକାଳୀନ ପାଟ୍ରୋଲିଙ୍ଗ ବେଳେ ଡକାୟତୀ ଉଦ୍ୟମ କରୁଥିବା କଟକ ଅଂଚଳର ଦୁଇଜଣ ନକଲି ପୋଲିସ ଅଧିକାରୀଙ୍କୁ ଗିରଫ କରିଛି।…